ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟଶିକ୍ଷା

ଖୋଲିଲା ଅଙ୍ଗନୱାଡି କେନ୍ଦ୍ର

ସତ୍ୟଶିଖା (ଭୁବନେଶ୍ୱର) ୦୧/୦୨/୨୦୨୧ : ଦୀର୍ଘ ୧୦ ମାସ ହେବ କୋଭିଡ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି । ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ବର୍ତ୍ତମାନ ଏହା କୋଭିଡ଼ ନିୟମାବଳୀ ଅନୁଯାୟୀ ଖୋଲିଛି । ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡ ଲାଇନ ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଖୋଲାଯାଇଛି । ଯଦି କୌଣସି ସ୍ଥାନରେ କରୋନା ସଂକ୍ରମଣ ଦେଖାଯାଏ , ସେଠାରେ ଜିଲ୍ଲାପାଳ ଅଥବା ସ୍ଥାନୀୟ କର୍ତ୍ତୁପକ୍ଷ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ ।

Show More
Back to top button