ନ୍ୟୁଜ୍

ଅଙ୍ଗନୱାଡି କେନ୍ଦ୍ର ଶିଶୁ ମୃତ୍ୟୁ ମାମଲା

ସତ୍ୟଶିଖା ( ଭୁବନେଶ୍ୱର )୦୧ /୧୦ /୨୦୨୧: ଅନୁଗୋଳ ବଂରପାଲ ଅଙ୍ଗନୱାଡ଼ି କେନ୍ଦ୍ର ଶିଶୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଅନୁଗୋଳ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇଛନ୍ତି ହାଇକୋର୍ଟ ।

Show More
Back to top button