ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ

ସତ୍ୟଶିଖା(ଭୁବନେଶ୍ୱର) ୧୬.୧୧.୨୦୨୩ : ରାଉରକେଲା କଲୁଙ୍ଗାରେ ଥିବା ଶୁଭମ ଇସ୍ପାତରେ ଦୁର୍ଘଟଣା । ଫର୍ଣ୍ଣେସରେ ବିସ୍ଫୋରଣ ହୋଇଥିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଚିନ୍ମୟ ବେହେରା । ତାଙ୍କ ଘର ଯାଜପୁର ବୋଲି ସୂଚନା ମିଳିଛି । ସେପଟେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ ।

Exit mobile version