ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ଗୁରୁବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ଡିସପ୍ଲେ ଫଟୋ ତାଙ୍କ ଅଫିସିଆଲ ଅକାଉଣ୍ଟରୁ ହଟାଇ ଦେଇଥିଲା । କିଛି ସମୟ ପରେ ଡିସପ୍ଲେ ଫଟୋ ପୁଣି ଦେଖିବାକୁ ମିଳିଥିଲା । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ଏହା ଏଥିପାଇଁ କରାଯାଇଥିବ କାରଣ କେହି ଜଣେ ଏହି ଡିସପ୍ଲେ ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିବ ।
ଟ୍ବିଟର ହଟାଇଲା ଅମିତ ଶାହଙ୍କ ପ୍ରୋଫାଇଲ୍ ଡିପି
