ଅପରାଧନ୍ୟୁଜ୍ରାଜ୍ୟ

ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତଙ୍କ ଟଙ୍କା ଲୁଟ ଅଭିଯୋଗ

ସତ୍ୟଶିଖା (ବାଲେଶ୍ୱର) ୦୨/୦୧/୨୦୨୧ : ରାଜ୍ୟରେ ବିଭିନ୍ନ ସ୍ଥାନରୁ ଲୁଟପାତ ଭଳି ବିଭିନ୍ନ ଘଟଣା ଲଗାତାର ସାମ୍ନାକୁ ଆସୁଛି । ବାଲେଶ୍ୱର ଜିଲାର ବଳରାମ ଗଡ଼ି ଗଙ୍ଗାମାତା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ କରିଥିବା ଶନିବାର ଜଣାପଡ଼ିଛି । ପାଖାପାଖି ୨ ଲକ୍ଷ ଟଙ୍କା ଦାନ ବକ୍ସରେ ଥିବା ନେଇ ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More
Back to top button