ସତ୍ୟଶିଖା (କୋଣାର୍କ) ୨୩ /୧୨/୨୦୨୦ : ନାବାଳିକାଙ୍କୁ ଅପହରଣ କଲେ ଟ୍ୟୁସନ ସାର୍ । ପରେ ଅପହୃତା ନାବାଳିକା ହେଲେ ଦୁଷ୍କର୍ମର ଶିକାର । ଠିକ୍ ଦୁଇ ଦିନ ପରେ ଅପହୃତା ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଟ୍ୟୁସନ ସାରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଟ୍ୟୁସନ୍ ସାର୍ ଙ୍କୁ ଗିରଫ କରିଛି ପୋଲିସ ।
ନାବାଳିକା ଛାତ୍ରୀଙ୍କୁ ଉଠାଇନେଇ ଦୁଷ୍କର୍ମ ଅଭିଯୋଗ
