ସତ୍ୟଶିଖା (ଭଦ୍ରକ) ୨୨ /୧୨/୨୦୨୦ : କୋଭିଡ଼ କଟକଣା ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଦର୍ଶନ ପାଇଁ ସ୍ୱତନ୍ତ୍ର ତାରିଖ ନିର୍ଦ୍ଧାରଣ କରିଛି ପ୍ରଶାସନ । କିନ୍ତୁ ନୂଆ ବର୍ଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି ।
ଭଦ୍ରକ ରେ ସମସ୍ତ ଧର୍ମାନୁଷ୍ଠାନ ୨୮ ରୁ ଖୋଲିବ
