ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ଗୁଗଲ୍ ସର୍ଚ୍ଚ ଓ ୟୁଟ୍ୟୁୁବ୍ରେ ‘ଝୋ ଲୋ’ ଟାଇପ୍ କଲେ ଆପଣଙ୍କୁ ଉପଲବ୍ଧ ହେବ ବଡ଼ ଦଲାଲ ତଥା ଠକର ଅନେକ ତଥ୍ୟ । ମାଲେସିଆର ଏହି ଯୁବ ବ୍ୟବସାୟୀ ଝୋ ଲୋ ଜଣକ କିଛି ବର୍ଷ ମଧ୍ୟରେ ବିଶ୍ୱରେ ଏକ ନାମୀ ଠକ ହୋଇଯାଇଥିଲା । ବଡ଼ ବଡ଼ ରାଜନେତା, ତାରକା ଓ ବ୍ୟବସାୟୀଙ୍କ ଗହଣରେ ବସାଉଠା କରୁଥିବା ଝୋ ଲୋ ମାଲେସିଆର ବିକାଶ ଲାଗି ସିଙ୍ଗାପୁର, ୟୁକେ, ବ୍ରିଟେନ୍ ଓ ଆଦି ପ୍ରମୁଖ ରାଷ୍ଟ୍ରର ବ୍ୟବସାୟୀ ଓ ରାଜନେତାଙ୍କୁ ୧ ମାଲେସିଆ ଡେଭଲପ୍ମେଣ୍ଟ ବରହାଡ (୧ଏମ୍ଡିବି)ରେ ବିନିଯୋଗ କରିବା ଲାଗି ପ୍ରଲୋଭନ ଦେଖାଇ ପ୍ରାୟ ୪.୫ ବିଲିଅନ୍ ଡଲାର ଚୂନ ଲଗାଇଥିଲା । ୨୦୧୫ରେ ୧ଏମ୍ଡିବି ଠକେଇ ପଦାକୁ ଆସିଥିଲା ।
‘ଝୋ ଲୋ’ ମାର୍ଗରେ ଚାଲୁଥିଲା ଆକାଶ
