ଜୀବନମନ୍ତ୍ର

ଏହି ଦୁଇଟି ଜିନିଷ କଫିରେ ମିଶାନ୍ତୁ , ଖୁବଶୀଘ୍ର ମୋଟାପଣ କମିବ

ସତ୍ୟଶିଖା (ଭୁବନେଶ୍ୱର ) ୨୦.୦୨.୨୦୨୩ : କେମିତି କମିବ ଏ ମୋଟାପଣ। ମୋଟାପଣ କମେିବାକୁ ଅନେକ ଚେଷ୍ଟା ଚାଲିଥିବାବେଳେ ତଥାପି ଏହା କମୁନାହିଁ। ଆଜିକାଲି ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ପ୍ରାୟ ସମସ୍ତେ ଚାହାଁନ୍ତି । ଏଥିପାଇଁ ଡାଏଟ୍ ଚାଟ୍ ଏବଂ ଡ୍ରିଙ୍କ୍ସ ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋଟାପଣ କମିବ।

ସିନେମନ କଫି ଅର୍ଥାତ୍ ଡାଲଚିନ କଫି । ଓଜନ କମ୍ କରିବା ପାଇଁ ଏହାକୁ ବ୍ୟବହାର କରି ପାରିବେ । ଏକ କପ୍ କଫିରେ ଗୋଟେ ଚୁଟକି ଡାଲଚିନ୍ ପାଉଡର ମିଶାଇ ପିଅନ୍ତୁ। ଦେଖିବେ ଖୁବ ଶୀଘ୍ର ଆପଣ ପତଳା ହେବାକୁ ଲାଗିବେ।ଏହାସହ ଆପଣ କଫିରେ ଲେମ୍ୱୁରସ ମିଶାଇ ଏହାକୁ  ପିଇବା ଦ୍ୱାରା ଆପଣଙ୍କ ମୋଟାପଣ କମିଥାଏ।

Show More
Back to top button