ସତ୍ୟଶିଖା(ଭୁବନେଶ୍ୱର) ୦୫.୦୬.୨୦୨୧: ମୁମ୍ବାଇ : ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପରିବାର ଲୋକଙ୍କ ଉପସ୍ଥିତରେ ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବିବାହ କରିଛନ୍ତି ୟାମୀ। ବିବାହର ଫଟୋ ସେୟାର କରି ୟାମୀ ଲେଖିଛନ୍ତି ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ। ବିବାହରେ କେବଳ ପରିବାର ସଦସ୍ୟ ସାମିଲ ହୋଇଥିଲେ। ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାହାଘର ଫଟୋ ସେୟାର କରି ପ୍ରଶଂସକଙ୍କୁ ସେ ସରପ୍ରାଇଜ ଦେଇଥିବା ବେଳେ ୟାମୀ-ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।
Read Next
ନ୍ୟୁଜ୍
June 30, 2025
ଋଷିଆର ୟୁକ୍ରେନ୍ ଉପରେ ସବୁଠାରୁ ବଡ଼ ଆକ୍ରମଣ ।
ନ୍ୟୁଜ୍
May 27, 2025
ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ।
ନ୍ୟୁଜ୍
April 25, 2025
ଶୁଖିଯିବ ପାକିସ୍ତାନର ଲାଇଫ୍ ଲାଇନ୍ l
ନ୍ୟୁଜ୍
April 21, 2025
ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ।
July 5, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି।
June 30, 2025
ଋଷିଆର ୟୁକ୍ରେନ୍ ଉପରେ ସବୁଠାରୁ ବଡ଼ ଆକ୍ରମଣ ।
June 30, 2025
ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକା ଏବଂ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ପରେ କ୍ରୋଧରେ ଜର୍ଜରିତ ଇରାନ।
May 27, 2025
ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ।
May 26, 2025
ୟୁକ୍ରେନ ଉପରକୁ ୩୬୭ଟି ଡ୍ରୋନ ଓ ମିଜାଇଲ ମାଡ କରିଛି ଋଷିଆ ।
May 16, 2025
ଭାରତକୁ ମୁସଲିମ ଦେଶ ଏବଂ ତାଲିବାନ ଶାସିତ ଆଫଗାନିସ୍ତାନରୁ ମଧ୍ୟ ସମର୍ଥନ ମିଳିଛି।
May 14, 2025
ଅପରେସନ ସିନ୍ଦୂର ପରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି ।
April 29, 2025
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସରକାର ଭୟଭୀତ।
April 25, 2025
ଶୁଖିଯିବ ପାକିସ୍ତାନର ଲାଇଫ୍ ଲାଇନ୍ l
April 21, 2025
ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ।
With Product You Purchase
Subscribe to our mailing list to get the faster news updates!
Lorem ipsum dolor sit amet, consectetur.
ସମ୍ବନ୍ଧିତ ଖବର
Check Also
Close
-
ଡୋନାଲଡ ଟ୍ରମ୍ପଙ୍କଯୁଦ୍ଧବିରତି ପ୍ରସ୍ତାବରେ ରାଜି ହେଲା ୟୁକ୍ରେନ୍ lMarch 12, 2025