ସତ୍ୟଶିଖା(ଭୁବନେଶ୍ୱର )୨୬.୦୫.୨୦୨୨ : ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ । କିଛି ଦିନ ଧରି ବିରାଜ ଦାସ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ବୁଧବାରରେ ରାତି ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ