ସତ୍ୟଶିଖା ୧୬/୧୨/୨୦୨୦ : ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର । କିନ୍ତୁ ଆଜିକାଲି ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କରୁଛନ୍ତି କିଛି ଶିକ୍ଷକ । ସେମାନଙ୍କ ପାଇଁ ଏହି ସମ୍ପର୍କରେ ଦାଗ ଲାଗିଯାଉଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରେ । ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ୫ ଜଣ ଛାତ୍ରୀଙ୍କୁ ସ୍କୁଲ ଭିତରେ ବାରମ୍ବାର ଦୁଷ୍କର୍ମ କରିବା ଭଳି ଚାଞ୍ଚଲ୍ୟକର ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ସ୍କୁଲ ଭିତରେ ୫ ଛାତ୍ରୀଙ୍କୁ ଦୁଷ୍କର୍ମ
