ସତ୍ୟଶିଖା( ଭୁବନେଶ୍ୱର )୦୨.୦୬. ୨୦୨୨ : ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଏକ କାର୍କୁ ପଛ ପଟରୁ ଧକ୍କା ଦେଇଥିଲା। ପରେ ଦୁର୍ଘଟଣା ଘଟିଥିବା ପ୍ରଥମ କାର୍ଟି ଆଗରେ ଯାଉଥିବା ଅନ୍ୟ ଏକ କାର୍କୁ ପିଟିଥିଲା। ଏହାପରେ ଉକ୍ତ କାର୍ଟି ତା’ ଆଗରେ ଥିବା ଅନ୍ୟ କାର୍ ସହ ଧକ୍କା ହୋଇଥିଲା।
ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା
