ନ୍ୟୁଜ୍

ରେଡବେଳେ ବିପୁଳ ପରିମାଣର ବାଣ ସହ ବିସ୍ପୋରକ ଜବତ

ସତ୍ୟଶିଖା (ଭୁବନେଶ୍ୱର ) ୨୦.୧୦.୨୦୨୩ :  ଲେଖନପୁରରେ ବାଘମାରୀ ପୋଲିସର ରେଡ । ରେଡବେଳେ ବିପୁଳ ପରିମାଣର ବାଣ ସହ ବାଣ ତିଆରି ବିସ୍ପୋରକ ଜବତ । ସୂଚନା ଅନୁଯାଇ ଆଗକୁ ପାର୍ବଣ ଥିବାବେଳେ ବାଣ ବ୍ୟବସାୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ଲୋଭରେ ବେଆଇନ ବାଣ ସହ ବାଣ ତିଆରି ବିସ୍ପୋରକ ସାମଗ୍ରୀ ଗଚ୍ଛିତ କରି ରଖିଥିଲେ। ହଠାତ ବିଶ୍ୱସ୍ତ ସୂତ୍ର ରୁ ଖବରପାଇ  ବାଘମାରୀ  ପୋଲିସ ଲେଖନପୁର ଗ୍ରାମରେ ମାରିଥିଲା ରେଡ଼। ପାଖାପାଖି ୨୦ ବସ୍ତା ବାଣ ଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।

Show More
Back to top button