ଗୁରୁବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l


ସତ୍ୟଶିଖା ୧୧/୦୯/୨୦୨୫:
ମେଷ –ଦିନଟି ଅଳ୍ପ କଷ୍ଟଦାୟକ ହୋଇପାରେ, କାମ କାର୍ଜ୍ୟରେ ବିଳମ୍ବ ଓ ବାଧା ସମ୍ଭବନା ରହିଛି। ମନରେ ଅଶାନ୍ତି ଓ ଅସ୍ଥିରତା ବଢ଼ିପାରେ, ପରିବାରୀକ କାରଣରେ ମନୋକ୍ଷୋଭ ହେବ। ଆର୍ଥିକ କ୍ଷେତ୍ରରେ ଅପେକ୍ଷାକୃତ ଲାଭ ମିଳିବା କଷ୍ଟକର। ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାବଧାନତା ଆବଶ୍ୟକ।
ବୃଷ – ଦିନଟି ଖୁବ ଶୁଭ, କାମ କାର୍ଜ୍ୟରେ ନୂତନ ସୁଯୋଗ ମିଳିପାରେ। ଘରେ ଶାନ୍ତି ସମୃଦ୍ଧି ବଢ଼ିବ, ପରିବାର ସହିତ ସୁଖଦ ସମୟ କାଟିବେ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି। ପୁରୁଣା କାର୍ଯ୍ୟ ସଫଳତାର ସହିତ ଶେଷ ହେବ। ଆତ୍ମବିଶ୍ୱାସରେ ସମସ୍ତ କାମ ସାରିବେ।
ମିଥୁନ – ଭାଗ୍ୟର ସହାୟତା ମିଳିବ, ଯାତ୍ରା ସୁଫଳଦାୟକ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ସମ୍ମାନ ବଢ଼ିବ। ନୂତନ ଲୋକଙ୍କ ସହିତ ପରିଚୟ ହୋଇ ଭବିଷ୍ୟତରେ ସହାୟତା ମିଳିପାରେ। ନିଜର ନିଷ୍ପତ୍ତି ଠିକ୍ ସମୟରେ ସଫଳତା ଦେବ। ପରିବାରୀକ ମାମଲାରେ ସମାଧାନ ଆସିପାରେ।
କର୍କଟ – ଦିନଟି ପ୍ରଗତିଶୀଳ, ଜମି-ଘର ସମ୍ପର୍କିତ କାର୍ଯ୍ୟରେ ଲାଭ ହେବ। ପରିବାରୀକ ସମ୍ମାନ ବଢ଼ିବ, ନିଜ କାର୍ଯ୍ୟରେ ସ୍ୱୀକୃତି ମିଳିବ। ନୂତନ ଉଦ୍ୟମରେ ସଫଳତା ଲଭିବେ। ପରିବାରୀକ ସୁଖ-ଶାନ୍ତି ଅବିକଳିତ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।
ସିଂହ – ଦିନଟି କିଛି କଷ୍ଟଦାୟକ, ମନୋବଳ କମିପାରେ। କାମ କାର୍ଜ୍ୟରେ ବାଧା ଓ ଅସନ୍ତୋଷ ସୃଷ୍ଟି ହେବ। ଅନ୍ୟମାନଙ୍କରୁ ଆଲୋଚନା ସହିବାକୁ ପଡ଼ିପାରେ, ଧୈର୍ଯ୍ୟରେ କାମ କରନ୍ତୁ। ସାବଧାନ ହୋଇ ପ୍ରତ୍ୟେକ କାମ ସାରନ୍ତୁ। ଅବିଚାରରେ ନିଷ୍ପତ୍ତି ନେବାରୁ ବଚନ୍ତୁ।
କନ୍ୟା – ଆର୍ଥିକ କ୍ଷତି ସମ୍ଭାବନା ରହିଛି, ବ୍ୟବସାୟରେ ସାବଧାନତା ଆବଶ୍ୟକ। ସାଥୀଙ୍କ ସହିତ ମନୋମାଲିନ୍ୟ ହୋଇପାରେ। ଶରୀରିକ କ୍ଲାନ୍ତି ଓ ଅଳସ୍ୟ ବଢ଼ିପାରେ। ଆପଣଙ୍କୁ ମିଳୁଥିବା ଅବସରକୁ ସତର୍କତାରେ ବ୍ୟବହାର କରନ୍ତୁ। ଅପେକ୍ଷାରୁ ଅଧିକ ବ୍ୟୟ ହେବାର ଆଶଙ୍କା।
ତୁଳା – ଦିନଟି ଶୁଭ, ଆର୍ଥିକ କ୍ଷେତ୍ରରେ ନୂତନ ଲାଭ ହେବ। ବନ୍ଧୁମାନଙ୍କର ସହାୟତା ମିଳିବ, କାର୍ଯ୍ୟରେ ପ୍ରଶଂସା ଲଭିବେ। ପରିବାରୀକ ସୁଖ ଲଭିବେ। ଯାତ୍ରା ସୁଫଳଦାୟକ ହେବ। ପ୍ରତିଦ୍ୱନ୍ଦ୍ୱୀମାନେ ହାରିବେ।
ବିଛା– ଆପଣଙ୍କ ପାଇଁ ଶୁଭ, ପ୍ରେମ ଓ ସମ୍ବନ୍ଧରେ ସୁମଧୁରତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ମଧୁର ସମ୍ପର୍କ ହେବ। ଅପେକ୍ଷିତ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ପରିବାରୀକ କାର୍ଯ୍ୟରେ ସହଭାଗୀ ହେବେ।
ଧନୁ – କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଓ ବାଧା ହେବ। ଅର୍ଥ ପାଇବାରେ ସମସ୍ୟା ହୋଇପାରେ। ପରିବାରୀକ କାରଣରେ ମନରେ ଚାପ ସୃଷ୍ଟି ହେବ। ଆଶା କରିଥିବା କାମରେ ବାଧା ଦେଖାଯିବ। ଅନାବଶ୍ୟକ ବ୍ୟୟ ଦୂର୍ବଳତା ଆଣିପାରେ।
ମକର – ଦିନଟି ଶୁଭ, କାର୍ଯ୍ୟରେ ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ କ୍ଷେତ୍ରରେ ସୁଖଦ ଫଳ ମିଳିବ। ଯାତ୍ରା ସୁଫଳଦାୟକ ହେବ। ପୁରୁଣା ବନ୍ଧୁଙ୍କ ସହିତ ମିଳିବାର ସୁଯୋଗ ହେବ। ଆପଣଙ୍କୁ ସମ୍ମାନ ଓ ପ୍ରଶଂସା ମିଳିବ।
କୁମ୍ଭ – ନୂତନ କାର୍ଯ୍ୟରେ ଆରମ୍ଭ ଶୁଭ, ଆପଣଙ୍କ ପ୍ରତିଭା ପ୍ରଶଂସା ପାଇବ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ପରିବାରୀକ ସୁଖ-ଶାନ୍ତି ମିଳିବ। ନୂତନ ପରିଚୟ ଉପକାରୀ ହେବ। ବାଣିଜ୍ୟ କାର୍ଯ୍ୟରେ ଲାଭ ମିଳିପାରେ।
ମୀନ – ଦିନଟି ବିପରୀତ, କାମ କାର୍ଜ୍ୟରେ ବାଧା ହେବ। ସ୍ୱାସ୍ଥ୍ୟ ସମସ୍ୟା ବିରକ୍ତ କରିପାରେ। ଅର୍ଥନଷ୍ଟ ହେବାର ସମ୍ଭାବନା ରହିଛି, ସାବଧାନ ହୁଅ। ବନ୍ଧୁଙ୍କ ସହିତ ଦ୍ୱନ୍ଦ୍ୱ ସମ୍ଭବ। ଗୋପନୀୟ କଥା ପ୍ରକାଶିତ ହେବାର ଆଶଙ୍କା।