ନ୍ୟୁଜ୍ରାଜ୍ୟ

ରାଜଧାନୀରୁ ହଟିବ ବାଂଲାଦେଶୀ ।

ସତ୍ୟଶିଖା :୨୦/୦୫/୨୦୨୫:ସରକାର ନେଇଥିବା ନିଷ୍ପତ୍ତିକୁ ସହଯୋଗ କରି ଭୁବନେଶ୍ୱର ମହାନଗର ନିଗମ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଣପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିବ ବିଏମ୍‌ସି । ଖାତା ଖତିୟାନ ନଥିବା ବାଂଲାଦେଶୀଙ୍କୁ ସହରରୁ ବାହାର କରାଯିବ । ଦେଶର ସୁରକ୍ଷା ଆମର ପ୍ରାଥମିକତା । ଯେଉଁମାନେ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ରାସନ କାର୍ଡ ଅଛି । ସେମାନଙ୍କର କୌଣସି ସମସ୍ୟା ନାହିଁ । ଯେଉଁମାନେ ସୀମା ପାର ହୋଇ ଆସୁଛନ୍ତି , ତାଙ୍କୁ ଚିହ୍ନଟ କରାଯିବ । ଭୁବନେଶ୍ୱର ଶ୍ରୀୟା ଛକ ଓ ଆଜାଦ ନଗରରେ ରହୁଛନ୍ତି ବାଂଲାଦେଶ । ଦେଶର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ।

Show More
Back to top button