ରାଜନୀତି
ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ


ସତ୍ୟଶିଖା (ଭୁବନେଶ୍ୱର) ୦୮.୧୧.୨୦୨୩ : ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କଲେ ଉପବାଚସ୍ପତି । ତେବେ ତାଙ୍କୁ ବିଜେଡି ସଂଗଠନରେ ଗୁରୁଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । 2019 ଜୁନରୁ ଉପବାଚସ୍ପତି ଦାୟିତ୍ଵ ସମ୍ଭାଳିଥିଲେ ରଜନୀକାନ୍ତ ସିଂ ।