ଅପରାଧ
୨୦୧୬ ମସିହାରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ହୋଇଥିଲା


ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୦.୨୦୨୩ : ସୁନ୍ଦରଗଡ଼ରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ୨୦୧୬ ମସିହାରେ ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାରେ ସାବ୍ୟସ୍ତ ଦୋଷୀକୁ ଫାଶୀ ଦଣ୍ଡାଦେଶ । ଏହାସହ ୧୦ ଲକ୍ଷ ଟଙ୍କା ଜୋରିମାନା ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଘଟଣାର ୩ ଦିନ ପରେ ମିଳିଥିଲା ନାବାଳିକାଙ୍କ ଗଳିତ ମୃତଦେହ ।