ନ୍ୟୁଜ୍

ଦୂତୀ ଚାନ୍ଦ୍ ବିବାହ ବନ୍ଧନରେ ବାନ୍ଧିହେଲେ

ସତ୍ୟଶିଖା (ଭୁବନେଶ୍ୱର ) ୦୩.୧୨.୨୦୨୨ : ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି ଇଣ୍ଡିଆନ୍ ସ୍ପ୍ରିଣ୍ଟର ତଥା ଧାବିକା ଦୂତୀ ଚାନ୍ଦ୍ । ନିଜ ବାନ୍ଧବୀଙ୍କ ସହ ଏକ ବିବାହ ଷ୍ଟେଜ୍ ଉପରେ ବାନ୍ଧବୀଙ୍କ ସହ ନିଜର ଏକ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦୂତି ।

ସେୟାର ହୋଇଥିବା ଫଟୋରେ ଦୂତୀ ସୁଟ ପିନ୍ଧିଥିବାବେଳେ ତାଙ୍କର ଗାର୍ଲଫ୍ରେଣ୍ଡ ମୋନାଲିସା ଲେହେଙ୍ଗାରେ ନଜର ଆସୁଛନ୍ତି । ଦୁହେଁ ଏକ ବିବାହ ପାଇଁ ସଜା ହୋଇଥିବା ବିବାହ ମଣ୍ଡପରେ ବସିଥିବା ନଜର ଆସୁଛନ୍ତି । ଏହି ଫଟୋକୁ ଦେଖି ଚର୍ଚ୍ଚା ହେଉଛି ଯେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Show More
Back to top button