ନ୍ୟୁଜ୍ରାଜ୍ୟ

ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ସତ୍ୟଶିଖା(ଭୁବନେଶ୍ୱର)୨୮.୧୧.୨୦୨୨: ପ୍ରାଥମିକ ଶିକ୍ଷକ ସଂଘର ଧାରଣା । ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତ୍ତିକ ପ୍ର୍‌ଥା ଉଚ୍ଛେଦ ଦାବି । ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଶିକ୍ଷକଙ୍କ ଦାବି । ଦାବି ପୁରଣ ପାଇଁ ପ୍ରଥମିକ ଶିକ୍ଷକ ସଂଘର ବିକ୍ଷୋଭ । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ଦୁଇ ଦିନ ହେଲା ଲକ୍ଷ ଲକ୍ଷ ଶିକ୍ଷକ ପିଏମ୍‌ଜି ଧାରଣାରେ ବସିଛନ୍ତି ।

Show More
Back to top button