

ସତ୍ୟଶିଖା(ଆଠଗଡ )୨୩.୦୯ . ୨୦୨୨: ଆଠଗଡ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଦିନ ଧାର୍ଯ୍ୟ ।ପଞ୍ଚୁକ ଓ ବଡ ଓଷା ପାଳନ ନେଇ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି । ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ । ନଭେମ୍ବର ୬ରେ ବଡ ଓଷା । ୭ ସୋମବାର ସକାଳେ ଗଜଭୋଗ ମିଳିବ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ । ନୀତିକାନ୍ତି ନେଇ ବୈଠକ ପରେ ସୂଚନା ଦେଲେ ପୂଜକ ସମିତି ସଭାପତି ।