ନ୍ୟୁଜ୍ରାଜ୍ୟଶିକ୍ଷା

ସେପ୍ଟେମ୍ବରକୁ ଘୁଞ୍ଚିଲା ୟୁଜିସି ନେଟ୍‌ ୨ୟ ପର୍ୟ୍ୟାୟ ପରୀକ୍ଷା

ସତ୍ୟଶିଖା( ଭୁବନେଶ୍ୱର )୧୨ .୦୮. ୨୦୨୨:  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍‌ ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଆସନ୍ତା ସେପ୍ଟେମ୍ବରକୁ ଘୁଞ୍ଚିଛି । ଚଳିତ ମାସ ୧୨ରୁ ୧୪ ଭିତରେ ପରୀକ୍ଷା ନହୋଇ ସେପ୍ଟେମ୍ବରରେ ହେବ । ସମୁଦାୟ ୬୪ଟି ବିଷୟର ପରୀକ୍ଷା କରାଯିବ ।

ସେପ୍ଟେମ୍ବର ୧୧ରେ କେଉଁ ସହରରେ ପରୀକ୍ଷା ହେବ ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୬ରେ ଆଡମିଟ୍‌ କାର୍ଡ ଆସିବ । ପୂର୍ବରୁ ଫେଜ୍‌-୧ ପରୀକ୍ଷା ଗତ ଜୁଲାଇ ୯, ୧୧ ଓ ୧୨ ତାରିଖରେ ହୋଇଥିଲା ।

Show More
Back to top button