ଦେଶନ୍ୟୁଜ୍ରାଜ୍ୟ

୫.୪୦ ପ୍ରତିଶତରେ ପହଞ୍ଚିଲା ରେପୋରେଟ୍‍

ସତ୍ୟଶିଖା( ଭୁବନେଶ୍ୱର)୦୫.୦୮ . ୨୦୨୨:  ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଏକ ବଡ ପଦକ୍ଷେପ ନେଇଥିବା ନେଇ ଆଜି ସୂଚନା ମିଳିଛି। ପ୍ରାୟ ୫୦ ବେସିସ୍‍ ପଏଣ୍ଟ ରେପୋରେଟ୍‍ ବଢାଇଲା ରିଜର୍ଭ ବ୍ୟାଙ୍କ। ରେପୋଟ୍‍ ବର୍ତ୍ତମାନ ୫.୪୦ ପ୍ରତିଶତରେ ପହଞ୍ଚିଲା। ରେପୋ ରେଟ୍‍ ବଢିବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ। ଗତ ୪ ମାସ ମଧ୍ୟରେ ରେପୋରେଟ୍‍ ୧.୪ ପ୍ରତିଶତ ବଢିଲାଣି। ଜୁନ୍‍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା।
ଆରବିଆଇର ଏହି ନିଷ୍ପତ୍ତି ପରେ ରେପୋରେଟ୍‍ ୪.୯ ପ୍ରତିଶତରୁ ୫.୪୦ ପ୍ରତିଶତରେ ପହଞ୍ଚିଛି। ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।

 

Show More
Back to top button