ନ୍ୟୁଜ୍ରାଜ୍ୟ

୧୯୬ ପୋଲିସ୍ ପଦବୀକୁ ମଞ୍ଜୁରୀ

ସତ୍ୟଶିଖା( ଭୁବନେଶ୍ୱର)୨୧.୦୪.୨୦୨୨: ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟପୋଷ୍ଟ ପାଇଁ ୧୯୬ ପଦବୀକୁ ମଞ୍ଜୁରୀ ଦିଆଯାଇଛି । ୨୮ ସବ୍‌ଇନିସ୍‌ପେକ୍ଟର୍ ୧୬୮ କନେଷ୍ଟବଳ ପଦବୀ ପାଇଁ ମଞ୍ଜୁରୀ ମିଳିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ୨୮ଟି ସ୍ଥାୟୀ ପୋଲିସ୍ ପୋଷ୍ଟରେ ନିଯୁକ୍ତ ହେବାକୁ ଥିବା ବେଳେ ପ୍ରତି ଆଉଟପୋଷ୍ଟରେ ଜଣେ ଏସ୍‌ଆଇ ଓ ୬ କନ୍‌ଷ୍ଟେବଲ୍ ନିୟୋଜିତ ହେବେ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ମାମଲାର ଦାୟିତ୍ୱ ଏମାନେ ନିର୍ବାହ କରିବେ ।

Show More
Back to top button