ଧର୍ମନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପୁର୍ନବିକାଶ ସ୍ଥିତି ନେଇ କରିବେ ଅନୁଧ୍ୟାନ

ସତ୍ୟଶିଖା (ଭୁବନେଶ୍ୱର) ୧୮.୦୨.୨୦୨୨: ଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦର୍ଶନ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ା ସୁରକ୍ଷା । ମୁଖ୍ୟମନ୍ତ୍ରୀ ମନ୍ଦିର ପୁର୍ନବିକାଶ କାର୍ଯ୍ୟକ୍ରମର ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ।

ମୁଖ୍ୟମନ୍ତ୍ରୀ ବେଢ଼ା ପରିଭ୍ରମଣ କରିବା ସହ ସେବାୟତମାନଙ୍କ ସହ ଆଲୋଚନା କରୁଛନ୍ତି । ୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଥିବା ପ୍ରୋଜେକ୍ଟ ଉପରେ ଘୋଷଣା କରିଥିଲେ । ତାଙ୍କ ସହ ୫ଟି ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

Show More
Back to top button