ଅପରାଧନ୍ୟୁଜ୍ରାଜ୍ୟ

ଲକ୍ଷ୍ମୀସାଗରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୧:  ଭୁବନେଶ୍ବର ଲକ୍ଷ୍ମୀସାଗରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ। ଜଣେ ଗିରଫ, ୫ ହଜାର ଟଙ୍କା ଜବତ ହୋଇଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚାଲିଥିଲା ଡିଲ୍‌ । ସାଦା ପୋଷାକରେ ବ୍ରାଉନ ସୁଗର ବେପାରୀକୁ କାବୁ କଲା ଲକ୍ଷ୍ମୀ ସାଗର ଥାନା ପୋଲିସ । ୨୬୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । କ୍ଷୀରୋଦ ସାହୁ ନାମକ ଜଣେ ବେପାରୀକୁ ଧରିଲା ପୋଲିସ । ବାଲେଶ୍ୱରରୁ ବ୍ରାଉନସୁଗର ନେଇ ଆସୁଥିବା ବେଳେ ମାଡ଼ି ବସିଲା ଟିମ୍‌ ।

Show More
Back to top button