ନ୍ୟୁଜ୍
ମାରିଆ ରେସା ଓ ଡିମିଟ୍ରି ମୁରାତୋଭାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି


ସତ୍ୟଶିଖା ( ଭୁବନେଶ୍ୱର )୦୮/୧୦ /୨୦୨୧: ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ନରୱେ ନୋବେଲ କମିଟି ୨୦୨୧ ନୋବେଲ ଶାନ୍ତି ପୁରସ୍କାର ମାରିଆ ରେସା ଏବଂ ଦିମିତ୍ରୀ ମୁରାତୋଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ତେବେ ‘ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା ତଥା ଗଣତନ୍ତ୍ର ତଥା ଚିରସ୍ଥାୟୀ ଶାନ୍ତି ‘ଉଦ୍ୟମ ପାଇଁ ମାରିଆ ରେସା ଏବଂ ଡିମିଟ୍ରି ମୁରାଟୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।