

ସତ୍ୟଶିଖା(ଭୁବନେଶ୍ୱର )୦୬.୧୦ .୨୦୨୧: ରାଜ୍ୟରେ ୨୪ ଘଂଟାରେ ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୮୦ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୬ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୭ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକରୁ ୮୪, ମୟୁରଭଞ୍ଜରୁ ୨୭,ଜଗତସିଂହପୁରରୁ ୨୨, ପୁରୀ ୨୩, ଅନୁଗୁଳରୁ ୪, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୪, ବଲାଙ୍ଗୀର ୧, ଦେବଗଡ ୨, ଢେଙ୍କାନାଳ ୪, ଗଞ୍ଜାମ ୨, ଯାଜପୁର ୧୪, କଳାହାଣ୍ଡି ୫, କନ୍ଧମାଳ ୧, କେନ୍ଦ୍ରାପଡା ୯, କୋରାପୁଟ ୧, ନୟାଗଡ ୪, ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରୁ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।