ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ କମୁଛି କରୋନା  ସଂକ୍ରମଣ, ୨୪ ଘଂଟାରେ ୧୮,୮୩୩ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ ) ୦୬.୧୦ .୨୦୨୧:  ଦେଶରେ କରୋନା  ସଂକ୍ରମଣ କ୍ରମଶ ହ୍ରାସ ପାଉଛି । ଗତ ୨୪ ଘଂଟାରେ ୧୮ହଜାର ୮୩୩  ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନା ଯୋଗୁଁ ଦିନକରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦୩ ପରେ ଆଜି ସର୍ବନିମ୍ନ ରହିଛି । ସେପଟେ ଚିନ୍ତା ବଢାଇଛି କେରଳ । ରାଜ୍ୟରେ କରୋନା ସଂକ୍ରମଣ ସବୁଠୁ ଅଧିକ ରହିଛି । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ର, ମିଜୋରମ, ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ଅଧିକ ରହୁଛି ।

Show More
Back to top button