

ହୀରାକୁଦ ଜଳଭଣ୍ତାରର ସମସ୍ତ ଗେଟ ବନ୍ଦ ହୋଇଛି । ପୁର୍ବରୁ ୬ଟି ଗେଟ ଖୋଲ ଥିଲା ବେଳେ ଗତକାଲି ୪ଟି ଓ ଆଜି ସକାଳେ ୨ ଟି ଗେଟ ବନ୍ଦ ହୋଇଛି ।
ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୯.୩୩ ଘନ ଫୁଟ ରହିଛି । ଉପର ମୁଣ୍ତରରୁ ୬୯ ହଜାର ୮୫୮ କ୍ୟୁସେକ ଜଳ ପ୍ରବେଶ କରୁଛି ।
ଧିରେ ଧିରେ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲା ଯାଇଥିଲା। ବର୍ତ୍ତମାନ କୌଣସି ଗେଟ୍ ଦେଇ ଜଳ ନିଷ୍କାସନ ହେଉ ନାହିଁ।