ଅପରାଧରାଜ୍ୟ

ମୋଟୁ ଥାନା ଆଇଆଇସି ଗିରଫ

ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ .୨୦୨୧:  ମୋଟୁଥାନା ଆଇଆଇସ ସୁଶାନ୍ତ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏନେଇ ଭିଜିଲାନ୍ସ ନିଜ ଟୁଇଟ ହ୍ୟାଣ୍ଡଲ ଜରିଆରେ ସୂଚନା ଦେଇଛି । ଗତକାଲି ସୁଶାନ୍ତଙ୍କ ଘର ତନଖି ବେଳେ ଏକ ସେଲଡିଡ୍ ମିଳିଥିଲା । ନିକଟରେ ସୁଶାନ୍ତ ନିଜ ପତ୍ନୀଙ୍କ ନାଁ’ରେ ଏକ ପ୍ଲଟ କିଣିଥିବା ସେଲଡିଡ୍ ତାଙ୍କ ଘରୁ ମିଳିଥିଲା । ୨୪ଲକ୍ଷ ୯୦ହଜାର ପ୍ଲଟ କିଣିବା ନେଇ ଏହି ସେଲଡିଡ୍ ମିଳିଥିଲା । ଆଜି ନିଜ ଘରୁ ନଖରାକୁ ଆସୁଥବା ସମୟରେ ସୁଶାନ୍ତଙ୍କ ଖୋର୍ଦ୍ଧା ନିକଟରୁ ପୋଲିସ ଖୋର୍ଦ୍ଧା ନିକଟରୁ ସୁଶାନ୍ତଙ୍କୁ ଗିରଫ କରି ତାଙ୍କଠୁ ୨ଲକ୍ଷ ୮୦ହଜାର ଟଙ୍କା ଆଦାୟ କରିଥିଲା ।

Show More
Back to top button