ଦେଶ

ଆତଙ୍କବାଦୀର ଶେଷକୃତ୍ୟରେ ସାମିଲ୍ ହୋଇ ଶତାଧିକ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀର ଶୋପୋରରେ ଜଣେ ଆତଙ୍କବାଦୀର ଶେଷକୃତ୍ୟରେ ଶତାଧିକ ଲୋକ ଯୋଗ ଦେଇ ଗିରଫ୍ ହୋଇଛନ୍ତି। ଦେଶ ଲକଡାଉନ ରହିଛି। ଏହି ସମୟରେ ଏକାଠି ନହେବାକୁ ନିୟମ ରହିଛି। ହେଲେ ସୋପୋର ଜଇଙ୍ଗିରରେ ଆତଙ୍କବାଦୀ ସଜଦ ଅହମଦରେ ଶେଷକୃତ୍ୟରେ ଯୋଗ ଦେଇଥିଲେ ଶତାଧିକ ଲୋକ। ପୁଲିସ ସମସ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଗିରଫ କରିଛି।

ଆହୁରି ପଢ଼ନ୍ତୁ

ସଜଦ ଅହମଦ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର। ବୁଧବାର ଯବାନଙ୍କ ଗୁଳିରେ ନିପାତ ହୋଇଛି।

[ad_2]
Show More
Back to top button