ଖେଳ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ରୌପ୍ୟ ଜିତିଲେ ମୀରାବାଈ ଚାନୁ

ସତ୍ୟଶିଖା(ନୂଆଦିଲ୍ଲୀ) ୨୪.୦୭.୨୦୨୧: ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି। ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ମୀରା ବାଈ ଚାନୁ। ୪୯ କେଜି ଭାରୋତ୍ତୋଳନ ବର୍ଗରେ ତାଙ୍କୁ ମିଳିଛି ରୌପ୍ୟ ପଦକ। ଦୀର୍ଘ ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତ ପାଇଁ ପଦକ ଜିତି ରେକର୍ଡ଼ କରିଛନ୍ତି ଚାନୁ। ସ୍ନାଚରେ ୮୭ ଓ କ୍ଲିନ୍‍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଛନ୍ତି ଚାନୁ।

Show More
Back to top button