ଦୁର୍ଘଟଣାଦେଶବିଦେଶ

ଇଣ୍ଡୋନେସିଆରେ ମଧ୍ୟଭାଗରେ ଭୂକମ୍ପ ଝଟକା, ରେକ୍ଟର ସ୍କେଲ ରେ ୬.୨ ତୀବ୍ରତା ସହ ଥରିଲା

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୭.୨୦୨୧: ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ମଧ୍ୟଭାଗରେ ଭୂକମ୍ପ ଝଟକା । ଇଣ୍ଡୋନେସିଆ ଉତ୍ତର ସୁଲାୱେସି ପ୍ରଦେଶରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲର ଏହାର ତୀବ୍ରତା ୬.୨ ରହିଛି । କିନ୍ତୁ ଭୂକମ୍ପ ପରେ ସୁନାମି ଆସିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ଓ ଜିଓଫିଜିକ୍ସ ଏଜେନ୍ସି କହିଛି । ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ମଧ୍ୟଭାଗରେ ଭୂକମ୍ପ ଝଟକା । ଇଣ୍ଡୋନେସିଆ ଉତ୍ତର ସୁଲାୱେସି ପ୍ରଦେଶରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲର ଏହାର ତୀବ୍ରତା ୬.୨ ରହିଛି । କିନ୍ତୁ ଭୂକମ୍ପ ପରେ ସୁନାମି ଆସିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ଓ ଜିଓଫିଜିକ୍ସ ଏଜେନ୍ସି କହିଛି ।

Show More
Back to top button