ସତ୍ୟଶିଖା(ଭୁବନେଶ୍ୱର) ୦୫.୦୬.୨୦୨୧: ମୁମ୍ବାଇ : ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପରିବାର ଲୋକଙ୍କ ଉପସ୍ଥିତରେ ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବିବାହ କରିଛନ୍ତି ୟାମୀ। ବିବାହର ଫଟୋ ସେୟାର କରି ୟାମୀ ଲେଖିଛନ୍ତି ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ। ବିବାହରେ କେବଳ ପରିବାର ସଦସ୍ୟ ସାମିଲ ହୋଇଥିଲେ। ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାହାଘର ଫଟୋ ସେୟାର କରି ପ୍ରଶଂସକଙ୍କୁ ସେ ସରପ୍ରାଇଜ ଦେଇଥିବା ବେଳେ ୟାମୀ-ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।
Read Next
ନ୍ୟୁଜ୍
5 days ago
ଶୁଖିଯିବ ପାକିସ୍ତାନର ଲାଇଫ୍ ଲାଇନ୍ l
ନ୍ୟୁଜ୍
3 weeks ago
ଭାରତ-ଆରବ ସମ୍ପର୍କ ଦେଖି ଜଳୁଛନ୍ତି ପଡୋଶୀ l
ନ୍ୟୁଜ୍
March 24, 2025
ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l
ନ୍ୟୁଜ୍
March 21, 2025
ଆଫଗାନିସ୍ତାନରେ ଭୂକମ୍ପ l
ନ୍ୟୁଜ୍
March 12, 2025
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l
1 day ago
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସରକାର ଭୟଭୀତ।
5 days ago
ଶୁଖିଯିବ ପାକିସ୍ତାନର ଲାଇଫ୍ ଲାଇନ୍ l
1 week ago
ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ।
2 weeks ago
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ l
3 weeks ago
ଜାମ୍ମୁ କାଶ୍ମୀରର କିସ୍ତୱାଡାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି ।
3 weeks ago
ଭାରତ-ଆରବ ସମ୍ପର୍କ ଦେଖି ଜଳୁଛନ୍ତି ପଡୋଶୀ l
March 24, 2025
ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l
March 21, 2025
ଆଫଗାନିସ୍ତାନରେ ଭୂକମ୍ପ l
March 12, 2025
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l
March 12, 2025
ଡୋନାଲଡ ଟ୍ରମ୍ପଙ୍କଯୁଦ୍ଧବିରତି ପ୍ରସ୍ତାବରେ ରାଜି ହେଲା ୟୁକ୍ରେନ୍ l
With Product You Purchase
Subscribe to our mailing list to get the faster news updates!
Lorem ipsum dolor sit amet, consectetur.
ସମ୍ବନ୍ଧିତ ଖବର
Check Also
Close