ଅପରାଧନ୍ୟୁଜ୍ରାଜ୍ୟ

ନାବାଳିକା ନିଖୋଜ ମାମଲା

ସତ୍ୟଶିଖା ୧୫/୦୨/୧୦୨୧ : ବଲାଙ୍ଗୀରରେ ନାବାଳିକା ନିଖୋଜ ମାମଲା । ଘଟଣାକୁ ନେଇ ଥାନାରେ ଏତଲା ରୁଜୁ କଲେ ନାବାଳିକାଙ୍କ ପରିବାରଲୋକେ । ଛାତ୍ରୀଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ । ଖବର ଅନୁଯାୟୀ, ରବିବାର ସଂଧ୍ୟା ସମୟରୁ ଛାତ୍ରୀଜଣଙ୍କ ନିଖୋଜ ଅଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ଛାନ୍‌ଭିନ୍‌ ଆରମ୍ଭ କରିଛି । ଏପରିକି କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ସହ ପରିବାର ଲୋକଙ୍କୁ ପଚାଉଚୁରା ଜାରି ରଖିଛି ଟାଉନ୍‌ ଥାନା ପୋଲିସ । ବଲାଙ୍ଗୀର ସହର ଟିକ୍ରାପଡ଼ା ଅଞ୍ଚଳରେ ଛାତ୍ରୀ ଜଣଙ୍କ ବୋଲି ସୂଚନା ରହିଛି ।

Show More
Back to top button