ଅପରାଧରାଜ୍ୟ

କଟକରେ ପୁଣି ନକଲି କାରଖାନା ଠାବ ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ

ସତ୍ୟଶିଖା (କଟକ) ୧୬/୧୨/୨୦୨୦ :  କଟକରେ ପୁଣି ନକଲି କାରଖାନା ଠାବ । ଜଗତପୁର ସ୍ଥିତ ଉମାଶଙ୍କର ଭବନରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୁଲିସ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଗୁଟଖା ତିଆରି କରାଯାଇ ବଜାରକୁ ଛଡାଯାଉଥିଲା । ଏନେଇ କମିସନରେଟ ପୁଲିସ ଓ ଜୋନ ଏସିପି ଖବର ପାଇ ଚଢାଉ କରିବ ବିପୁଳ ପରିମାଣର ଗୁଟଖାକୁ ଜବତ କରିଛନ୍ତି । ଏହା ସହ ପ୍ୟାକିଂରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶକୁ ଜବତ କରିଛି କମିସନରେଟ ପୁଲିସ ।

Show More
Back to top button