


– ଦିଲ୍ଲୀରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୪୧ଟଙ୍କାରୁ ବଢ଼ି ୧୨୯୬ଟଙ୍କା ହୋଇ ଯାଇଛି। ୧୯କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡର ୫୫ଟଙ୍କା ମହଙ୍ଗା ହୋଇଯାଇଛି। ୧୪.୨କିଲୋଗ୍ରାମ୍ ସିଲିଣ୍ଡରର ମୂଲ୍ୟ ୫୪୪ଟଙ୍କା।
– ମୁମ୍ବାଇରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧,୧୮୯.୫୦ରୁ ବଢ଼ି ୧୨୪୪ଟଙ୍କା ହୋଇଯାଇଛି। ଏଠାରେ ପ୍ରତି ସିଲିଣ୍ଡରକୁ ୫୫ଟଙ୍କା ବୃଦ୍ଧି ପାଇଛି। ୧୪.୨କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୯୪ଟଙ୍କା।Lorem ipsum dolor sit amet, consectetur.