ଘରକରଣାଜୀବନମନ୍ତ୍ରନ୍ୟୁଜ୍ରାଜ୍ୟ

ବାହାଘର ପାଇଁ ଉଚ୍ଛୁଲା ନଈରେ ନଦୀପାର l

ସତ୍ୟଶିଖା ୧୪.୦୯.୨୦୨୦ : ବିବାହ ପାଇଁ ଉଛୁଳା ନଈରେ ଡଙ୍ଗାପାର । କରୋନା କଟକଣା ଭିତରେ କିଛି ହାତ ଗଣତି ସମ୍ପର୍କୀୟଙ୍କୁ ଧରି ଦେଶୀ ଡଙ୍ଗାରେ ଭରା ନଦୀ ପାର ହୋଇ ବିବାହ କରିବା ପରେ ନବ ଦମ୍ପତି ନିଜ ଘରକୁ ଫେରିଛନ୍ତି । କନ୍ଧମାଳ ଜିଲ୍ଲାର କ. ନୂଆ ଗାଁ ବ୍ଲକ ସିର୍ତିଗୁଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ ।

ମାଙ୍ଗିନଦୀ ପାର ହୋଇ ବୁଡାଗୁଡା ସୁକଳଦା ଗ୍ରାମର ଦିଗାମ୍ବର ପ୍ରଧାନ ସେମାନଙ୍କ ସମ୍ପର୍କୀୟଙ୍କୁ ଧରି ମାଙ୍ଗୀ ଗ୍ରାମକୁ ଯାଇଥିଲେ । ସେଠାରେ ଦୁନି ପ୍ରଧାନଙ୍କୁ ବିବାହ କରିବା ପରେ ପୁଣି ନବ ଦମ୍ପତି ସେହି ନଦୀ ପାର ହୋଇ ଘରକୁ ଫେରିଥିଲେ ।

Show More
Back to top button