ନ୍ୟୁଜ୍
ଆସନ୍ତା ୩୦ ତାରିଖରୁ ଝାରସୁଗୁଡାରେ ୭ ଦିନିଆ ସଟଡାଉନ l


ସତ୍ୟଶିଖା ( ଝାରସୁଗୁଡା ) ୨୮ .୦୮.୨୦୨୦ : ଆସନ୍ତା ୩୦ ତାରିଖରୁ ଝାରଶୁଗୁଡାରେ ୭ ଦିନିଆ ସଟଡାଉନ ଆରମ୍ଭ ହେବାକୁ ଯାଉଛି । ୩୦ ତାରିଖ ରବିବାରରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ । ତେବେ ଏହି ସମୟରେ ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ଗ୍ରସରି ଆଇଟମ, ପରିବା, କ୍ଷୀର, ଅଣ୍ଡା , ମାଛ ଏବଂ ଅନ୍ୟ ଆମିଷ ବିକ୍ରି ହୋଇପାରିବ । ଔଷଧ ଦୋକାନ ଖୋଲାରହିବ । ବ୍ୟାଙ୍କ ମଧ୍ୟ ଖୋଲାରହିବ । ତେବେ ୨୯ ତାରିଖ ଶନିବାର ଦିନ ସପ୍ତାହନ୍ତ ସଟଡାଉନ ହେବ ନାହିଁ ।