ହସକଥା

ବିଜୁଳି ଅଫିସରୁ ଆସୁଛି ଧମକ – Satyasikha

ପପୁ : ସାର ମୋତେ ବିଜୁଳି ଅଫିସବାଲା ଫୋନରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି। ଆପଣ କିଛି ଗୋଟେ କରି ମୋତେ ରକ୍ଷା କରନ୍ତୁ।

ପୁଲିସ : କିଏ ଦେଉଛି ଧମକ ?

ପୁ: ବିଜୁଳି ଅଫିସବାଲା…

ଆହୁରି ପଢ଼ନ୍ତୁ

ପୁଲିସ : ଧମକରେ କ’ଣ କହୁଛନ୍ତି ?

ପପୁ : କହୁଛନ୍ତି ବିଜୁଳି ବିଲ ନଦେଲେ କାଟି ଦେବୁ!!!!

ଆହୁରି ପଢ଼ନ୍ତୁ



[ad_2]

Show More
Back to top button