ରାଜ୍ୟ
ସାଧାରଣ ଲୋକଙ୍କୁ ରାଜଭବନ ମନା – Satyasikha


ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ପାଇଁ ରାଜଭବନକୁ ସାଧାରଣ ଲୋକ ଯିବା ଉପରେ କଟକଣା ଜାରି କରାଯାଇଛି।
ରାଜଭବନ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକ ରାଜଭବନ ଯାଇପାରିବେ ନାହିଁ। ଫୋନ୍, ଫ୍ୟାକ୍ସ ଓ ମେଲ୍ରେ ଯୋଗାଯୋଗ କରିପାରିବେ।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୬୨୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୩୮୬୦ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି ।
ଆହୁରି ପଢ଼ନ୍ତୁ
[ad_2]