ହସକଥା

ସେଲଫି ନେବାର କ୍ରେଜ

ପପୁ : ମୁମ୍ବାଇ ଏକ୍ସପ୍ରେସ କେବେ ଆସିବ ?

ଟିଟି : ୫ ଟାରେ

ପପୁ : ଲୋକାଲ ଟ୍ରେନ କେବେ ଆସିବ ?

ଟିଟି : ୯ ଟାରେ

ପପୁ : ଆଉ ମାଲ ଗାଡି କେତେବେଳେ ଆସୁଛି ?

ଟିଟି : ୧ଟାରେ, ହେଲେ ତୁମେ କେଉଁ ଜାଗାକୁ ଯିବ କୁହ ?

ପପୁ : ସାର ମୁଁ କୁଆଡେ ଯିବିନି। ବାସ ଟ୍ରେନରେ ବସି ଟିକେ ସେଲଫି ନେବି।

The post ସେଲଫି ନେବାର କ୍ରେଜ appeared first on satyasikha.

[ad_2]
Show More
Back to top button