ହସକଥା
ବାହାଘର ପରେ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି


ରିଙ୍କି– ବାହାଘର ପୂର୍ବରୁ ଝିଅ ମାନେ ଜଳ ପରି ଶୀତଳ ହୋଇଥା’ନ୍ତି। ସେହିଭଳି ପୁଅ ମାନେ ମାଟି ପରି ଟାଣ ଏବଂ ରୁକ୍ଷ ହୋଇଥା’ନ୍ତି।
ପିଙ୍କି– ଆଉ ବାହାଘର ପରେ?
ଆହୁରି ପଢ଼ନ୍ତୁ
ରିଙ୍କି– ବାହାଘର ପରେ ଦୁଇ ଜଣଙ୍କର ମିଳନ ହୁଏ ଏବଂ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି।
ଆହୁରି ପଢ଼ନ୍ତୁ
[ad_2]