ରାଜ୍ୟ

ବଜ୍ରକାପ୍ତା ଚୋରା ଚାଲାଣ ଲିଙ୍କରେ ପ୍ରଧାନଶିକ୍ଷକ ଗିରଫ

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ ଲିଙ୍କରେ ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି। ଗିରଫ ଶିକ୍ଷକଙ୍କ ଘର ବଡ଼ମ୍ବା ଅଞ୍ଚଳରେ। ସେ ଚୈଦ୍ଵାର ବ୍ଳକ ଅଧିନ କୟଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅଛନ୍ତି। ତାଙ୍କ ନାଁ ହେଉଛି ଶ୍ୟାମସୁନ୍ଧର ବେହେରା। ବନ ବିଭାଗ ତାଙ୍କୁ ଢେଙ୍କାନାଳ ସ୍ଥିତ ଭଡା ଘରୁ ଗିରଫ କରିଛି। ଏନେଇ ଆଠଗଡ଼ ଡିଏଫଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନା ମୁତାବକ, ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନ ଆଧାରରେ ଶିକ୍ଷକଙ୍କୁ ବନ ବିଭାଗ ଗିରଫ କରିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button