ଦେଶ
ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଯବାନ


ଲଦାଖ: ଲଦାଖରେ ୨ ଯବାନ ପ୍ରାଣ ହରାଇଛନ୍ତି। ଏକ ବ୍ରିଜ ନିର୍ମାଣ କାମରେ ଏହି ଦୁଇ ସେନା ନିୟୋଜିତ ଥିଲେ। ଲଦାଖର ଶ୍ୟୋକ ନଦୀରେ ବୁଡ଼ି ଯିବାରୁ ଦୁଇ ସେନା ପ୍ରାଣ ହରାଇଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ମୃତ ଯବାନ ହେଲେ ନାଇକ୍ ସଚିନ ମୋର ଏବଂ ଲାନ୍ସ ନାଇକ୍ ସଲିମ୍ ଖାନ୍। ଏମାନଙ୍କର ମୃତ୍ୟୁ ଲଦାଖରେ ଚୀନ୍ ସହିତ ହୋଇଥିବା ସଂଘର୍ଷ ପାଇଁ ହୋଇନାହିଁ ବୋଲି ସେନା ସ୍ପଷ୍ଟ କରିଛି। ନାଇକ ସଚିନ ବିକ୍ରମଙ୍କ ଘର ମହାରାଷ୍ଟ୍ରର ମାଲେଗାଁଓ ହୋଇଥିବା ବେଳେ ସଲୀମ୍ ଖାନ ପଞ୍ଜବ ପଟିଆଲାର ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
[ad_2]