ହସକଥା

ତୁମେ କ’ଣ କରିବାକୁ ଭଲପାଅ | Satyasikha

ବାହାଘର ପାଇଁ ପପୁ ଝିଅ ଦେଖିବାକୁ ଯାଇଥିଲା। ପପୁକୁ ଦେଖି ଝିଅ ପଚାରିଲା..

ଝିଅ : ତୁମେ କଣ କରିବାକୁ ଭଲପାଅ ?

ଆହୁରି ପଢ଼ନ୍ତୁ

ପପୁ : ମୁଁ ରେଜା ଏକାଠି କରିବାରୁ ଭଲପାଏ।

ଝିଅ : ଆରେ ବାଃ ଭଲ କଥା, ମୁଁ ବି ରେଜା ଏକାଠି କରେ।

ପପୁ : ତା’ହେଲେ ତୁମେ ବି କ’ଣ ମୋ ପରି ଭିକାରୀ ?

[ad_2]
Show More
Back to top button