ଚାକିରି ଅପେକ୍ଷାରେ ୯ଲକ୍ଷ ପଞ୍ଜୀକୃତ ବେକାର

ସତ୍ୟଶିଖା( ଭୁବନେଶ୍ୱର )୨୭.୦୭ . ୨୦୨୨: ରାଜ୍ୟରେ ୮,୮୦, ୧୭୫ ଯୁବକ ଯୁବତୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଛନ୍ତି ବୋଲି ବିଧାନସଭାରେ କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ବେ‌ରାଜଗାର ଯୁବକଯୁବତୀଙ୍କ ପାଇଁ ୧୦ହଜାର ମାସିକ ବେକାରୀ ଭତ୍ତା ପ୍ରଦାନ ପାଇଁ ସରକାରଙ୍କ ପ୍ରସ୍ତାବ ନାହିଁ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Exit mobile version