୭୨ତମ ସାଧାରଣତନ୍ତ୍ର ଦିବସ ; ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

ସତ୍ୟଶିଖା (ଭୁବନେଶ୍ୱର) ୨୬/୦୧/୨୦୨୧ : ଆଜି ୭୨ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବେ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଛନ୍ତି । ରାଜ୍ୟପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା ପରେ ରାଜ୍ୟସ୍ତରୀୟ ପରେଡ୍‍ ଅନୁଷ୍ଠିତ ହୋଇ ସାରିଛି । ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଚଳିତ ବର୍ଷ ପରେଡ୍‍ ର ନେତୃତ୍ୱ ନେଇଛନ୍ତି କେସିଙ୍ଗା ଏସଡିପିଓ ଏସ୍‍ .ସୁଶ୍ରୀ । ରାଜ୍ୟସ୍ତରୀୟ ପରେଡ୍‍ ରେ ୧୪ଟି କଣ୍ଟିନଜେଣ୍ଟ ଅଂଶ ଗ୍ରହଣ କରିଛନ୍ତି ।

Exit mobile version