ଗୋଟିଏ ଗାଁରୁ ୭୦ ପଜିଟିଭ

ସତ୍ୟଶିଖା(ବଲାଙ୍ଗିର) ୨୩.୦୪.୨୦୨୧:  ସଦର ବ୍ଲକ ବୈଦିପାଲି ପଂଚାୟତର ବରଗାଁରୁ ୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ କୌଣସି ଲୋକଙ୍କର କିଛି ଲକ୍ଷଣ ନଥିବାରୁ ରିପୋର୍ଟକୁ ଗାଁ ଲୋକେ ବିଶ୍ୱାସ କରୁନାହାନ୍ତି। ଆଉ ଥରେ ଅନ୍ୟ ସ୍ଥାନରେ ଆର.ଟି.ପି.ସି.ଆର ପରୀକ୍ଷାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

Exit mobile version